ଦୁର୍ଗମ ଗ୍ରାମରେ ଜଳ ମିଶନ ଫେଲ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗା ପଂଚାୟତ କୀଲାର ଗ୍ରାମରେ 100 ପରିବାର । 6ବର୍ଷ ପୂର୍ବରୁ ନଦୀ ତୁଠ କୁଳ ରୁ ମଟର ମାଧ୍ୟମରେ ପାନୀୟ ଜଳ ଜଗାଈବାରେ ବ୍ୟବସ୍ତା କରିଥିଲେ । ହେଲେ ନିମ୍ନ ମାନ ର କାର୍ଯ୍ୟ ସାରି ଠିକାଦାର ଏବଂ ଜଳ ମିଶନ ଅଧିକାରୀ ଚୁପ । 4ବର୍ଷ ଧରି ବସୁଧାରେ ପାଣି ପାଇଁ ଗାଁର ଲୋକେ ଡହଳ ବିକଳ ।
#Koraput #BasudhaYojana #Odisha #ArgusNews