ସମ୍ବଲପୁରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ବସନ୍ତପୁର ସ୍ଥିତ ଆଇଆଇଏମର ନୂତନ କ୍ୟାମ୍ପସ ପରିଦର୍ଶନ କରିବା ସହ ଚିପିଲିମା ସ୍ଥିତ ଗୋଶାଳା ସୈନିକ ସ୍କୁଲ ପରିଦର୍ଶନ କରିଛନ୍ତି।
#Sambalpur #UnionMinister #DharmendraPradhan #Odisha #ArgusNews