#କାଶୀପୁର_ଝାଡାବାନ୍ତିର_କାରଣ_ପ୍ରଦୂଷିତ_ପାଣି
#ଝାଡାବାନ୍ତି_ପଛରେ_ଭାଇବ୍ରିଓ_କୋଲେରା_ଭୂତାଣୁ
ଆଦିବାସୀ ଇଲାକାରେ ପାନୀୟ ଜଳର ସଙ୍ଗୀନ ସ୍ଥିତି। ପ୍ରଦୂଷିତ ପାଣିର ପରିଣାମ ଭୋଗୁଛି କାଶୀପୁର। ୨୦୦୭ର ହୋଇଛି ପୁନରାବୃତ୍ତି। ବ୍ଲକର ବିଭିନ୍ନ ଗାଁରେ କଲେରା ଭୂତାଣୁ ବ୍ୟାପୁଛି, ଗଲାଣି ୮ ଜୀବନ।
#Rayagada #Kashipur #Water #Odisha #ArgusNews