ଗୃହ କମିଟି ଗଠନ ହୋଇଛି କାହା ସ୍ଵାର୍ଥରେ ?
ଜଗନ୍ନାଥ ମନ୍ଦିର ପରିଚାଳନା ସରକାରଙ୍କ ରିମୋଟରେ ଚାଲିଛି । ଯେଉଁ ନିୟମ ସରକାର କରିଛନ୍ତି ; ସେଇ ନିୟମ ସେଇ ଭାଙ୍ଗୁଛନ୍ତି । ବିଧାନସଭା କରଉଛି କଣ ? ଯେଉଁ ଅଧିକାର ଏଥିରେ ସଂପୃକ୍ତ ଅଛନ୍ତି ସେମାନେ କାହିଁକି ଗିରଫ ହେବେନି ?
#mahapanchayat #ShreeMandir #contraction #project #Odisha #ArgusNews