#ଦୁର୍ଗମ_ଇଲାକାରେ_ଅପହଁଞ୍ଚ_ସରକାରୀ_ଯୋଜନା
#ମୌଳିକ_ସୁବିଧାରୁ_ବଞ୍ଚିତ_ଶହ_ଶହ_ଆଦିମ_ଜନଜାତି
ରାୟଗଡା ଜିଲ୍ଲାର ଅବହେଳିତ ଓ ଦୁର୍ଗମ ଇଲାକା କାଶୀପୁର ବ୍ଲକର ଜଲାଖୁରା ଗାଁ। ଏହି ଗାଁରେ ୨ଶହ ରୁ ଉର୍ଦ୍ଧ୍ବ ଆଦିବାସୀ ଓ ଜନଜାତି ବର୍ଗର ଲୋକ ବସବାସ କରନ୍ତି । କୃଷି, ଦିନ ମଜୁରିଆ କାମ ସହିତ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାନ୍ତି ଏଠାକାର ଲୋକେ
#Rayagada #TribalArea #Odisha #ArgusNews