#ପାହାଡ_ଉପରକୁ_ଉଠି_ପାରୁନି_ସରକାରୀ_ପାଇପ
#କଦଳୀ_ପଟୁଆ_ସହାୟତାରେ_ସଂଗ୍ରହ_ହେଉଛି_ପାଣି
ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିସୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ଗଜପତ ଜିଲ୍ଲାର ଗିରି ଗାଁରେ ଅପହଞ୍ଚ ଯୋଜନା। ଗ୍ରାମବାସୀ ବାଧ୍ୟ ହୋଇ ଝରଣା ପାଣି ଉପରେ ଭରସା କରୁଛନ୍ତି। ମାଇଲ ମାଇଲ ଚାଲି ଗାଁ ଲୋକେ ସଗ୍ରହ କରୁଛନ୍ତି ପନୀୟ ଜଳ। ଆସନ୍ତୁ ଦେଖିବା ଏହି ରିପୋର୍ଟ।
#odisha #ArgusNews #Gajapati #WaterIssue #WaterProblem #drinkingwater #Drinkingwaterproblem