ଏମ୍ସ ଭୁବନେଶ୍ବରରେ କର୍କଟ ଏବଂ ରକ୍ତ କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମେଡିକାଲରେ ଅଙ୍କୋଲୋଜି ରୋଗୀଙ୍କ ପାଇଁ ଆରମ୍ଭ ହେଲା ଆଇସିୟୁ ସୁବିଧା । ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବା ଉଦଘାଟନ କରାଯାଇଛି ।
#AIIMS #ICUfacilities #bhubaneswar #inaugurated #OdishaNews #ArgusNews