ପଦମପୁରରେ ଇନକମ ଟାକ୍ସର ସ୍କାନରରେ ବ୍ୟବସାୟୀ
ଇନକମ ଟାକ୍ସ ରେଡରେ କିନ୍ତୁ ଖପ୍ପା ବିଜେଡି। ବ୍ୟବସାୟୀ ଅସାଧୁ ଉପାୟରେ ଟିକସ ଫାଙ୍କି ପ୍ରସଙ୍ଗରେ ବିଜେଡି ଚୁପ। ମାତ୍ର ଅଭିଯୋଗ, କାହିଁକି ଉପନିର୍ବାଚନ ସମୟରେ ରେଡ। ରେଡ ସହିତ ଉପନିର୍ବାଚନର କଣ ଅଛି ସଂପର୍କ।
#ArgusNews #incometax #raid #ministers #padampur #padampurbypoll #padampurbyelection #Odisha