ସତୀ, ସ୍ବାଧୀ, ପତିବ୍ରତା ନାରୀଙ୍କ ଦେଶ ହେଉଛି ଭାରତ । ସତୀ ଅନୁସୂୟା ହୁଅନ୍ତୁ ଅବା ସାବିତ୍ରୀ। ସ୍ବାମୀଙ୍କ ଲାଗି ଏହି ସତୀ ନାରୀଙ୍କ କାହାଣୀ ଯୁଗେ ଯୁଗେ ବିଦିତ । ତେବେ ଏଭଳି କାହାଣୀ କେବଳ ଆମ ପୁରାଣ, ଗ୍ରନ୍ଥ ଅବା କିମ୍ବଦନ୍ତୀରେ ସୀମିତ । ପରିବର୍ତ୍ତିତ ସମୟରେ ଆମେ ଆଏ ଦିନ ଅନେକ ଘଟଣା ଦେଖୁଛେ ଯାହା କି ସ୍ବାମୀ-ସ୍ତ୍ରୀର ପବିତ୍ର ସଂପର୍କ ଉପରେ ଅନେକ ପ୍ରଶ୍ନ ଉଠାଉଛି ।
#Odisha #ArgusNews #Cuttack #Choudwar #wife #husband