#ମହାକାଶ_ଗବେଷଣାରେ_ଇତିହାସ_ରଚିଲା_ଭାରତ
#ଇସ୍ରୋ_ପଠାଇଲା_ଦେଶର_ପ୍ରଥମ_ଘରୋଇ_ରକେଟ
ସଫଳତା ପରେ ସଫଳତା । ପୂର୍ବରୁ ଅନେକ ରେକର୍ଡ଼ ସ୍ଥାପନ କରିଥିବା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ମିଳିଛି ପୁଣି ଏକ ସଫଳତା । ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଆରମ୍ଭ ହୋଇଛି ଆଉ ଏକ ନୂଆ ଯୁଗ ।
#ArgusNews #ISRO #Rocket #National #success