ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଦଳରେ ଅଛନ୍ତି ୨ ଓଡ଼ିଆ ଖେଳାଳୀ । ଭୁବନେଶ୍ବରରୁ ସୁନ୍ଦରଗଡ଼ ଅଭିମୁଖେ ଯିବ ଟିମ୍ । ଆସନ୍ତାକାଲିଠୁ ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିବ ପ୍ରାକ୍ଟିସ ।
#ArgusNews #HockeyWorldCup #hockey #hockeyworldcup2023 #indiateam #Odisha