ଚୀନ ତିଆରି ଖେଳନା ଉପରେ ଆତ୍ମନିର୍ଭର ଭାରତର କଡା ପ୍ରହାର
ଚାଇନାରୁ ଆମଦାନି ହେଉଥିବା ଖେଳଣା ସାମଗ୍ରୀରେ ୭୦ ପ୍ରତିଶତ ହ୍ରାସ । ରପ୍ତାନୀ ହୋଇଛି 61 ପ୍ରତିଶତ ଖେଳଣା । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ମେକ ଇନ ଇଣ୍ଡିଆ ଦେଇଛି ନୂଆ ପରିଚୟ ।
#campaign #IndiaToyFair2022 #manufacturing #selfreliance #ArgusNews