ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକରେ ଭାରତୀୟ ବାୟୁସେନା ତରଫରୁ ସମ୍ପୂର୍ଣ୍ଣ ମାଗଣାରେ ଗ୍ରାମ ପଞ୍ଚାୟତସ୍ତରରେ ଭାରତରେ ପ୍ରଥମ ଥର ପାଇଁ ଏକ ସେବାନିବୃତ୍ତ ଯୁଦ୍ଧ ବିମାନକୁ ସ୍ଥାପନ କରାଯାଉଛି।ଏହି ଯୁଦ୍ଧ ବିମାନକୁ ଦେଖି ଅଞ୍ଚଳବାସୀ ଉତ୍ସାହିତ ହୋଇପଡିଛନ୍ତି।
#Kendujhar #indianairforce #Odisha #ArgusNews