#ରାଜ୍ୟରେ_ପୁଣି_ବଢିଲା_ସଂକ୍ରମଣ
ଦୁଇ ଦିନର ବ୍ୟବଧାନରେ ରାଜ୍ୟର ଦୈନିକ ସଂକ୍ରମଣ ପୁଣି ବଢିଛି । ଚିନ୍ତାଜନକ ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା। ସେପଟେ ବିଦେଶରେ ଚିହ୍ନଟ ହୋଇଥିବା ଭ୍ୟାରିଆଣ୍ଟ ଆମ ରାଜ୍ୟରେ ସକ୍ରିୟ ନଥିଲେ ହେଁ ଓକିମ୍ରନର ନୂଆ ଉପ ପ୍ରଜାତି ବା ସବ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ।
#Odisha #COVID19 #covidupdate #Khurdha #Odisha #ArgusNews