#ଇନଫୋସିଟି_IICଙ୍କୁ_ବର୍ଷେ_ଥାନା_ମନା
ଆନନ୍ଦ ଟପ୍ପୋ ମୃତ୍ୟୁରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ଅଭିଯୋଗ ମାମଲା। ଭୁବନେଶ୍ଵର ଇନଫୋସିଟି ଥାନାଧିକାରୀଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା। ବର୍ଷେ ଯାଏଁ ଇନଫୋସିଟି ଥାନା ଅଧିକାରୀଙ୍କୁ ଥାନା ବାରଣ। କୌଣସି ଫିଲ୍ଡ ପରିଦର୍ଶନରେ ଯାଇପାରିବେନି ଇନଫୋସିଟି IIC...।
#ArgusNews #Anandtoppo #birendralakra #hockeyplayer #InfocityIIC #HighCourt #Odisha