କଟକ ନରସିଂହପୁର ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ । ହାତୀର ଶୁଣ୍ଢ, ମୁହଁ ଓ ଡାହାଣ ଗୋଡ଼ରେ ଲାଗିଛି ଆଘାତ । ଆଜି ସନ୍ଧ୍ୟାରେ ନନ୍ଦନକାନନର ଏକ ଟିମ ପହଞ୍ଚି ଚିକିତ୍ସା କରିବେ ।
#InjuredElephant #elephant #Badamba #Cuttack #ArgusNews