INS ରଣବୀରରେ ବିସ୍ଫୋରଣ, ୩ ନୌସେନା କର୍ମଚାରୀ ସହିଦ । ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ରଣବୀରରେ ଘଟିଛି ଦୁର୍ଘଟଣା । ମୁମ୍ବାଇର ନାଭାଲ ଡକୟାର୍ଡରେ ଥିବା ବେଳେ ଏହି ଜାହାଜ ଭିତରେ ଏକ ବିସ୍ଫୋରଣ ହେବାରୁ ୩ ଜଣ ନୌସେନା କର୍ମଚାରୀ ପ୍ରାଣ ହରାଇଛନ୍ତି ।
#mumbai #ins #indiannavy #personnel #NavalDockyard #Odisha #ArgusNews