#ଅସୁରକ୍ଷିତ_ଗହୀରମଥା
ସୁରକ୍ଷାରେ ଢିଲା ଓ ପାଟ୍ରୋଲିଂରେ ଫିକ୍ସିଂ ଯୋଗୁଁ ବିପଦରେ ବନ୍ୟପ୍ରାଣୀ । ରୋକା ଯାଇପାରୁନି ବେଆଇନ ଟ୍ରଲର ଚଳାଚଳ । କଇଁଛଙ୍କୁ ସୁରକ୍ଷାକୁ ଧ୍ୟାନଦେବା ଉଦେଶ୍ୟରେ ମେଁ ମାସ ୨୩ ତାରିଖକୁ ବିଶ୍ଵ କଇଁଛ ଦିବସ ଭାବେ ପାଳନ କରାଯାଏ । ମାତ୍ର ଅଲିଭ ରିଡ଼ଲେ କଇଁଛ ପାଇଁ ସ୍ବର୍ଗ ବୋଲାଉଥିବା ଗହିରମଥାରେ ଅସୁରକ୍ଷିତ କଇଁଛ ।
#Insecure #Gahirmatha #TurtleDay #OliveRidley #Wildlife #Odisha #ArgusNews