ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସକୁ ମୁଷ୍ଟିମୟ ଦରବାରୀ ଇତିହାସକାରମାନେ ବିକୃତ କରି ରଚନା କରିଛନ୍ତି। ଯାହାଫଳରେ ଆମ ରାଷ୍ଟ୍ରର ସ୍ଵର ଜାଗରଣ ହୋଇପାରିନାହିଁ। କଟକ କଳା ବିକାଶ କେନ୍ଦ୍ରରେ ସ୍ବାଧୀନତାର ଅମୃତ ମହୋତ୍ସବ ସମାରୋହ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ରାଷ୍ଟ୍ରବାଦି ବିଚାରକ, ଶିକ୍ଷାବିତ୍ ତଥା ରାଜ୍ୟସଭା ସାଂସଦ ଡକ୍ଟର ପ୍ରଫେସର ରାକେଶ ସିହ୍ନା।
#Cuttack #kalabikashkendra #BudhijibiSamilani #AzadiKaAmritMahotsav #Odisha #ArgusNews