ରାଜ୍ୟର ଇଣ୍ଟେରିୟର ଡିଜାଇନ ଫୋରମ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଇଣ୍ଟେରିୟର ଡିଜାଇନରମାନେ ଯୋଗଦାନ କରିବା ସହ ଆଗକୁ କିପରି ଏହି କ୍ଷେତ୍ରରେ ସଫଳତା ହାସଲ କରିହେବ ସେ ସମ୍ପର୍କରେ ଆଲୋଚନା କରାଯାଇଛି
#ArgusNews #Bhubaneswar #Interior #Pressmeet #Odisha