ସିଆରପିଏଫ କ୍ୟାମ୍ପସରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ଭିସି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଅନେକ କ୍ଷେତ୍ରରେ ମହିଳା ପୁରୁଷଙ୍କ ସମକ୍ଷକ ହୋଇଥିବା କଥା କହିଛନ୍ତି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଥିମ ରହିଛି ଡିଜିଟାଲ ଲିଟେରାଶି ।
#ArgusNews #womensday2023 #CRPF #Bhubaneswar #Odisha