ଫାଟିଲା ଆଇଓସିଏଲର ପାଇପଲାଇନ । ଆଇଓ ସିଏଲ ମାଟିତଳେ ଯାଇଥିବା ପାଇପଲାଇନ୍ ଫାଟିଥିବା ଜଣା ପଡିଛି। ଫଳରେ ବାହାରେ ଭାଷିଲା ହଜାର ହଜାର ଲିଟର ତେଲ । କୌଣସି ବିପଦ ଆଶଙ୍କା ଏଡାଇବାକୁ ଘଟଣା ସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବିଭାଗ।
#ioclpipeline #exploded #underground #oilspilled #firedepartment #investigate #ArgusNews