IPL ବେଟିଂ ପାଇଁ ମା, ପୁଅଙ୍କ ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ସେଶଖାଲ ଥାନା ଝିମିଡ଼ିପେଟା ଗାଁରେ ଘଟିଛି ଅଭାବନୀୟ ଘଟଣା। ଆଇପିଏଲ ବେଟିଂରେ ବିପୁଳ ଅର୍ଥ ବାକି ଥିବା କାରଣରୁ ବିଷ ପିଇଲେ ମା ଓ ପୁଅ ।
#iplbetting #Raygada #Incident #moneyleft #Odisha #ArgusNews