#ଆଇପିଏଲରେ_ଶୁଭିବ_ଓଡ଼ିଆଙ୍କ_ସ୍ୱର
ପ୍ରଥମ ଥର ପାଇଁ ଆଇପିଏଲରେ ହେବାକୁ ଥିବା ସିଧା ପ୍ରସାରଣରେ ଓଡ଼ିଆରେ ହେବ କମେଣ୍ଟ୍ରୀ । ତେବେ ଏହି ଓଡ଼ିଆ ଡିବେଟ ପ୍ୟାନେଲରେ ଆଙ୍କର ଭାବରେ ନଜର ଆସିବେ କଟକର ଝିଅ ଲୋରିଆ ମହାନ୍ତି ।
#ArgusNews #IPL #Odialanguage #cuttack #commentary #LoriaMohanty #Odisha