କାମେ ନାଇଁ ଆଏବାର୍ 120 କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ । ଚାଷ ଜମିକୁ ଜଳସେଚନ ଉଦ୍ଦେଶ୍ୟ ରଖିକି 3 ଟା ପ୍ରକଳ୍ପ ବନାଲେ ସରାକର୍। ହେଲେ ପ୍ରକଳ୍ପ ବନେଇକି 5 ବର୍ଷ ବିତିଥିଲେ ମଧ୍ୟ ଚାଷୀଙ୍କ କାମରେ ଅସୁନି । ସିଆଡେ ସରକାରୀ ଅର୍ଥକେ ଲୁଟ କରବାର୍ ଲାଗିର୍ ଇ ପ୍ରକଳ୍ପ ବନା ଯାଇଥିବାର୍ ଅଭିଯୋଗ କରବା ସଙ୍ଗେ ଦୁର୍ନିତିର ଛାନଭିନ୍ ଲାଗିର୍ ସିବିଆଇ ଯାଂଚ ଦାବୀ କରିଛନ୍ ସ୍ଥାନୀୟ ବାସିନ୍ଦା ।
#Odisha #ArgusNews #irrigation #scam #farming #Sundargarh