#ମାଟିନେ_ସିମେଣ୍ଟ_ମାରିକିନା_୬_କୋଟି_ଟଙ୍କା_ଖାଇଦେଲେ
#ଫେର୍_ବିବାଦନେ_ପାଟଣାଗଡ_ନିର୍ବାଚନ_ମଣ୍ଡଳୀ
ରାଜନେତା, ଠିକାଦାର ଆର୍ ଅଫିସରଙ୍କର୍ ମିଲିଭଗତ୍ ନେ ଲୁଟ୍ ହେଉଛେ ସରକାରୀ ପଏସା । ଯେନଥିର୍ ଲାଗି ବିବାଦନେ ପାଟଣାଗଡ ନିର୍ବାଚନ ମଣ୍ଡଳୀ । ଆର୍ ତାର୍ ସାଙ୍ଗେ ବିବାଦନେ ବିଧାୟକ ସରୋଜ ମେହେର ।
#ArgusNews #ArgusNewsTV #Odisha #Patnagarh #Balangir #Scam #irrigation