#ଗରିବଙ୍କୁ_ଇଏ_କି_ସମ୍ମାନ ?
#କାହିଁକି_ଏତେ_ସମ୍ବେଦନହୀନ_ପ୍ରଶାସନ ।
ଉଚ୍ଛେଦ ବେଳେ ଅସହାୟ ମହିଳା ବ୍ୟବସାୟୀଙ୍କୁ ବ୍ରହ୍ମପୁର ମହାନଗର ନିଗମ ଏନଫୋର୍ସଟିମର ଦୁର୍ବ୍ୟବହାର । ଉଚ୍ଛେଦ ବେଳେ ଜୀବିକା ସମ୍ଭାଳିବାକୁ ବି ଦେଲେନି ମଉକା । ସେପଟେ ରାଜଧାନୀର ଝାରପଡ଼ାରେ ବି ଠିକ୍ ଏହିଭଳି ଭାବେ ସମ୍ବେଦନହୀନତା ଦେଖାଇଥିଲା ପ୍ରଶାସନ ।
#Odisha #ArgusNews #Ganjam #BMC #women #streetvendors