#ୟ୍ୟୁଟୁବର_ଇଶାକ_ମୁଣ୍ଡାଙ୍କ_ଆଖିରେ_ଲୁହ
ମଂଚରେ ନିଜ ଜୀବନର ସଂଘର୍ଷ କଥା କହୁ କହୁ ଆଖିରେ ଲୁହ ଝରିପଡିଲା। ସଂଙ୍ଗେ ସଂଙ୍ଗେ ଇଶାକ ଆଖିରୁ ଝରି ପଡୁଥିବା ଲୁହକୁ ପୋଛି ଦେଲେ। ସିକିମ୍ ନିଟ କଲେଜ ଛାତ୍ରଛାତ୍ରୀ ସମ୍ବଲପୁର ଆଇ ଆଇ ଏମ ପରିଦର୍ଶନ ପାଇ ଆସିଥିଲେ। ସମ୍ବର୍ଦ୍ଧନ ସଭାରେ ଇଶାକ ମୁଣ୍ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା...।
#ArgusNews #Youtuber #IsakMunda #crying #IIMSambalpur #Odisha