#୨୫_ଦିନ_ହେଲା_ମା_ସୁଲୋଚନାକୁ_ଖୋଜୁଛି_ପୁଅ
କଟକ ବଡ଼ଡାକ୍ତରଖାନାରୁ ପୁଣି ଜଣେ ରୋଗୀ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗଲା ୪ମାସ ଭିତରେ ଏସ୍ସିବିରୁ ୧୦ରୁ ଅଧିକ ରୋଗୀ ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସମାଧାନର ରାସ୍ତା ବାହାରିପାରୁନି ।
#Cuttack #SCBMedical #missing #mother #Odisha #ArgusNews