ଅଭିନେତ୍ରୀ ଜାକ୍ଲିନ୍ ଫଣ୍ଡାଣ୍ଡିଜ୍ଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ। ‘କନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍ଲିନ୍ ଫଣ୍ଡାଣ୍ଡିଜ୍ଙ୍କୁ ଆଜି ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରାଯାଇଛି।
#Actress #JacquelineFernandez #granted #interimbail #National #ArgusNews