କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏସସିବିରେ ପହଁଚିଛି । ଏସସିବିର ସ୍ୱତନ୍ତ୍ର ଟ୍ରମା କେୟାର ୟୁନିଟ ରେ ରଖାଯାଇଛି ଜଗାକୁ । ଏସସିବି ମେଡ଼ିକାଲରେ ଜଗାର ସିଟି ସ୍କାନ ଓ ଏମଆରଆଇ ସହ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରାଯାଇଛି
#kandhamala #Jaga #checking #ScbMedical #ArgusNews #Odisha