ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ସମସ୍ତ ନିଷ୍ପତି ହେବ। ହେଲେ ଏଠିକାର ଶାସନ ତନ୍ତ୍ର ଏବଂ ସମିତି ମୋ ସହ ବୈଠକ କରିବାକୁ ପଛାଇଛନ୍ତି
#Bhubaneswar #Sankaracharya #NischalanandaSaraswati #Odisha #ArgusNews