#ସିଏ_ଗୋବିନ୍ଦ_ସିଏ_ଗୋପାଳ !
ସିଏ ଶ୍ରୀମନ୍ଦିରରେ ଅଛନ୍ତି,ପୁଣି ସବୁରି ହୃଦୟରେ ବିରାଜମାନ କରିଛନ୍ତି । ନଟବର ନଟନାଗରଙ୍କୁ ପାଇବାକୁ ଭକ୍ତ ଯେ କେତେ ପାଗଳସମ ତାହା ସଭିଏଁ ଜାଣନ୍ତି ।ଆଉ ଗୋବିନ୍ଦଙ୍କ ପାଖକୁ ଗୋପାଳଙ୍କୁ ନେଇ ଆସିବା କୋଉ ନୂଆ କଥା ଯେ ।ଏମିତି ଜଣେ ଭକ୍ତ ହେଉଛନ୍ତି ଦିଲ୍ଲୀର କୁସୁମ ତୋମାର
#ArgusNews #Puri #JagannathDevotee #BalGopal #Odisha