#ବିପଦରେ_ଶ୍ରୀମନ୍ଦିର_ସୁରକ୍ଷା
#ନୋ_ଫ୍ଲାଇଂ_ଜୋନରେ_କେମିତି_ଉଡିଲା_ଡ୍ରୋନ ?
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ନୋ ଫ୍ଲାଇଁ ଜୋନ୍ ରେ ଉଡିଲା ଡ୍ରୋନ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍। ଯାହାର ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ ପାଖରେ ନଥିବାବେଳେ ପଦକ୍ଷେପ ନେବାକୁ ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ।
#ArgusNews #jagannathtemple #Drone #Puri #Odisha