ବିପଦରେ ବାମ୍ଫି !
ଇଂରେଜ ଶାସନ ସମୟର ସ୍ମାରକୀ ଏବେ ସଂପୂର୍ଣ୍ଣ ଭାବରେ ଅସୁରକ୍ଷିତ ହୋଇପଡ଼ି ରହିଛି । ପ୍ରଶାସନର ଅବହେଳା ଓ ରାଜନୈତିକ ଇଛା ଶକ୍ତି ଅଭାବରୁ ଜିଲ୍ଲାର ସର୍ବ ପୁରାତନ ଘୋଡ଼ା ଡିଆଁବାମ୍ଫି ଏବେ ଅବହେଳିତ। ରକ୍ଷଣା ବେକ୍ଷଣ ଅଭାବରୁ ବହୁ ମୂଲ୍ୟବାନ ଜିନିଷ ଚୋରି ହୋଇ ଗଲାଣି
#ArgusNews #Jagatsinghpur #OldWell #monument #Neglect #Odisha