#ସ୍ବାମୀଙ୍କ_ଚିକିତ୍ସା_କରିବାକୁ_ଯାଇ_ନିଖୋଜ_ମହିଳା !
କଟକ ମେଡିକାଲକୁ ସ୍ବାମୀଙ୍କ ଚିକିତ୍ସା କରିବାକୁ ଯାଇ ନିଖୋଜ ହୋଇଛନ୍ତି କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ସୁମିତ୍ରା ସ୍ବାଇଁ । ଗତ 07 ତାରିଖ ଦିନ ସ୍ବାମୀଙ୍କ ସହିତ ସୁମିତ୍ରା କଟକ ବଡ଼ ମେଡ଼ିକାଲକୁ ଯାଇଥିଲେ। ଟିକେଟ କରିବାକୁ ଯାଇ ଆଉ ଫେରିନଥିଲେ
#jagatsinghpur #WomenMissing #Cuttack #SCBmedical #ArgusNews