ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ ବିଜୟ ଶଙ୍କର ଦାସ ବାନ୍ଧବୀ ସୋମାଲିକା ଦାଶଙ୍କ ସାଙ୍ଗରେ ପ୍ରେମ ସମ୍ପର୍କ ରଖି ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିବା ଏବଂ ବିଧାୟକଙ୍କ ଲୋକ ସୋମାଲିକା ଦାଶଙ୍କ ଟଙ୍କା ନେଇ କେଶ ଉଠେଇବା ପାଇଁ ଧମକ ଦେବା ଘଟଣାରେ ଜାତୀୟ ମାନବ ଅଧିକାର କମିଶନଙ୍କ ଟିମ ତଦନ୍ତ କରିବା ପାଇଁ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ।
#ArgusNews #Jagatsinghpur #Tirtol #Bjdmla #BijayShankarDas #SubrataKumarDas