ଜଗତସିଂହପୁର ରଘୁନାଥପୁରରେ ଦୁର୍ନୀତିର ପର୍ଦ୍ଦାଫାସ । ଆରଟିଆଇ ତଥ୍ୟରୁ ଖୋଲିଲା ଗୁମର । ଜାଲି ବିଲ୍ ଦେଖାଇ ଚାଲିଥିଲା କାରବାର । ସୂଚନା ଅଧିକାର ଆଇନରୁ ସନ୍ଦେହରେ ବ୍ଳକ ଅଧିକାରୀଙ୍କ ଭୂମିକା
#Jagatsinghpur #Corruption #Raghunathpur #RTIreport #ArgusNews #Odisha