#ବିଜେଡି_ବିଧାୟକ_ବିଜୟଶଙ୍କରଙ୍କୁ_ନେଇ_କାହିଁକି_ଚୁପ୍_ପୋଲିସ ?
ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଛନ୍ତି ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା । ସରକାର ମହିଳା ସମ୍ମାନ କଥା କହୁଥିଲା ବେଳେ , ମୁଁ କଣ ମହିଳା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଅଭିଯୋଗ କରିବା ପରେ ନ୍ୟାୟ ପାଇଁ ସଂଘର୍ଷ କରୁଛି। ମୋତେ କେବେ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସୋମାଲିକା ।
#ArgusNews #Jagatsinghpur #Erasama #Somalika #TweetIssue #Odisha