#ଯିଏ_ଆସିଲା_ସିଏ_ମାରିଲା !
#ବାଡ଼ି_ଆଉ_ହାତରେ_ଢୋ_ଢୋ_ପିଟି_ଦେଇ_ଗଲେ !
ଜଣେ କି ଦୁଇଜଣ ନୁହଁ ଏକାବେଳେ 20 ରୁ ଉର୍ଦ୍ଧ ଲୋକ ଘର ଭିତରେ ପଶି ଟେକିଆଣି ନିର୍ଦ୍ଧୁମ ଛେଚିଲେ । ଜଗତସିଂହପୁର ଜିଲ୍ଲା ପାରାଦୀପର ବାଉରିଆ ପାଳନ୍ଦା ବସ୍ତିରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି
#Jagatsinghpur #paradeep #viralvideo #ArgusNews #Odisha