ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିଂଙ୍ଗାରପୁର ଅର୍ଥାତ ଜଗତସିଂହପୁର କନ୍ଦରପୁର ମୁଖ୍ୟ ରାସ୍ତାର ସିଂହାରପୁର କଲ୍ୟାଣ ମଣ୍ଡପ ଠାରେ ପୋଲିସ ଗାଡ଼ିକୁ ଅଟକାଇ ଲୋକମାନଙ୍କ ହଙ୍ଗାମା। ହଟହଟା ଓ ଅପଦସ୍ଥ ହୋଇ ଖାଲିହାତରେ ଫେରିଲା ପୋଲିସ।
#ArgusNews #Jagatsinghpur #police #angrypeople #Odisha