ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ହୋଇଛି ରାସ୍ତା ଚୋରୀ । ଗ୍ରାମବାସୀଙ୍କ ପକ୍ଷରୁ ବ୍ଲକ୍ ବିଡ଼ିଓ ଓ ଉପରିସ୍ଥ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ। ଯଦି ଆଗାମୀ ଦିନରେ ଗ୍ରାମରେ ପକା ରାସ୍ତା ନିର୍ମାଣ କରାନଯିବ ବ୍ଳକ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
#ArgusNews #roadprobem #PublicIssue #Jagatsinghpur #Roadwork #Corruption #Odisha