#ମାଫିଆଙ୍କ_କବଜାରେ_ଗୋବରୀ_ନଦୀ
#ନଦୀ_ଉପରେ_ହେଉଛି_ବେଆଇନ_ଜବର_ଦଖଲ
ଗୋବରୀ ନଦୀରୁ ମାଟି ବାଲି ଖୋଳି ନେବାରେ ମାଫିଆଙ୍କ ଆତଙ୍କ ରାଜ। ଅଭିଯୋଗ ସତ୍ତ୍ୱେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା। କାହା ସାହସ ବଳରେ ନଦୀରୁ ମାଟି ବାଲି ବୋହି ନେବାକୁ ସାହସ କରୁଛନ୍ତି ମାଫିଆ ମାନେ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଜଗତସିଂହପୁର ଜିଲ୍ଲା ଜଙ୍କୋଟି ପଂଚାୟତରେ।
#Jagatsinghpur #SandMafia #SandLoot #Allegations #Odisha #ArgusNews