ସୋମାଲିକା ଓ ତିର୍ତ୍ତୋଲ ବିଜେଡି ବିଧାୟକ ବିବାଦ ମାମଲା । ଆଜି ସୋମାଲିକାର ହେବ ଡାକ୍ତରୀ ମଇନା । ପୂର୍ବରୁ ସୋମାଲିକାଙ୍କ ଅଭିଯୋଗ ପରେବୟାନ ରେକର୍ଡ ହୋଇଥିଲା। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ପ୍ରେମ ଓ ପ୍ରତାରଣର ଅଭିଯୋଗ ଆଣିଛନ୍ତି ସୋମାଲିକା ।
#ArgusNews #Jagatsinghpur #Tirtol #BJDMLA #LoveCase #MedicalTest #Odisha