ତିର୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କରଙ୍କ ଚରିତ୍ର ଓ ପ୍ରତିଶୃତିକୁ ଦୋଛକିରେ ଛିଡା କରିଛି। ସେ କହିଛନ୍ତି, ଉପ ନିର୍ବାଚନ ବେଳେ ଶାରଳା ସୂତାକଳକୁ ପୁନଃ ଉଦ୍ଧାର କରିବାର ପ୍ରତିଶୃତି ଦେଇ ଉପ ନିର୍ବାଚନ ବୈତରଣୀ ପାର ହୋଇଥିଲେ । ଶୁଣନ୍ତୁ କଣ କହୁଛନ୍ତି ବ୍ଲକ ଅଧକ୍ଷ
#Jagatsinghpur #BJDmla #BijayshankarDas #ArgusNews