ଜଗତସିଂହପୁର SVM କଲେଜ ପାଖରେ ନିର୍ମାଣ କରାଯାଉଥିବା ଇନ୍ଦୋର ଷ୍ଟାଡିୟମରେ କାମ କରୁଥିବା ବେଳେ ତିନି ମହଲା କୋଠା ତଳକୁ ଖସି ପଡ଼ିଲେ ତିନି ଶ୍ରମିକ। ତିନି ଜଣ ମଧ୍ୟରୁ ଜଣକର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
#ArgusNews #Jagatsinghpur #Indorestadium #construction #workersfelldown #Odisha