ଧର୍ମଶାଳା ତହସିଲ ପକ୍ଷରୁ ହୋଇଥିବା ବାଲି ଘାଟକୁ ଗ୍ରାମବାସୀ ମାନେ ବିରୋଧ କରୁଥିବା ଦେଖିବାକୁ ମିଳିଛି I ଏଭଳି ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଉତ୍ତରପ୍ରତାପ ପଂଚାୟତ ଜଳେଶ୍ୱରପୁର ଗ୍ରାମ ଚାନ୍ଦମୋଇନି ମୌଜାରେ ଘଟିଛି
#Jajpur #Dharmasala #Balighat #Peopleprotest #ArgusNews