ପଶ୍ଚିମାଝଡ଼ ସାଜିଲା ପୋଟଳ ଚାଷୀଙ୍କ କାଳ !
ପଶ୍ଚିମାଝଡ଼ ସାଜିଲା କାଳ,ପୋଟଳ ଚାଷୀ ଏବେ ଭୋଗୁଛନ୍ତି ହିନସ୍ତା,ସହ ସହ ହେକ୍ଟର ପୋଟଳ ଚାଷ ପଶ୍ଚିମଝଡ଼ ପ୍ରଭାବରେ ଫସଲ ନଷ୍ଟ,ଅଦିନିଆ ବର୍ଷା ସାଂଗକୁ ପବନ ଓ ବଡ଼ ବଡ଼ କୁଆ ପଥର ମାଡ଼ରେ ପୋଟଳ ପରିବା ନଷ୍ଟ ଭ୍ରଷ୍ଟ
#ArgusNews #Jajpur #Thunderstorm #Impact #FarmersProblem #Odisha