#୫୫ଦିନ_ବିତିଲା_ପରେ_ବି_ପୋଲିସ_ହାତ_ଖାଲି
#ଯାଜପୁର_ବରୀରେ_ନାବାଳିକା_ହତ୍ୟା_ଘଟଣାର_ଖିଅ_ପାଉନି_ପୋଲିସ
ବରୀ ନାବାଳିକା ହତ୍ୟା ଘଟଣାରେ ଖିଅ ପାଉନି ପୋଲିସ। ୫୫ଦିନ ପରେ ବି ପୋଲିସ ହାତ ଖାଲି। ପରିବାର ଲୋକଙ୍କ ଅଭିଯୋଗ ଓ ପାରିପାର୍ଶିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ସନ୍ଦେହ କରାଯାଉଥିଲେ ବି ପୋଲିସ ଳଗାଇନି ୩୦୨ ଦଫା। ଯାହାକୁ ନେଇ ବିବାଦରେ ରାମଚନ୍ଦ୍ରପୁର ଥାନା ପୋଲିସ। ଅନ୍ୟପଟେ କାହା ଚାପରେ ଚାଲିଛି ଯାଜପୁର ପୋଲିସ ତାକୁ ନେଇ ପ୍ରଶ୍ନ ଉଠିଛି।
#Odisha #ArgusNews #Jajpur #bari #MurderCase #police #Arrest