ଯାଜପୁର ଜିଲ୍ଲା ବିଂଝାରପୁର ବୋଲ ବମ ମହା ସଂଘ ତରଫରୁ କାଉଡ଼ିଆ ମାନେ ଯଜ୍ଞ ପଡିଆ ଖରାସ୍ରୋତା ନଦୀ ଦେବୀଗଡା ଘାଟରୁ ଜଳ ସଂଗ୍ରହ କରି ବାବା ବରୁଣେଶ୍ୱର ମନ୍ଦିରରେ ପାଣି ଢାଳିଛନ୍ତି। ଏହି ସଙ୍ଘରେ ଅନେକ କୁନି କୁନି କାଉଡ଼ିଆ ମାନେ ଯାଇଥିବା ଦେଖା ଯାଇଥିଲା
#jajpur #Binjharpur #kaudia #Bolbom #ArgusNews